ଖାଇଗଲେ ମାସ୍କ ଫାଇନ ଆଦାୟ ଟଙ୍କା: ଏଏସ୍ଆଇ ନିଲମ୍ବିତ

ଭୁବନେଶ୍ୱର : କରୋନା କଟକଣା ସମୟରେ ଆଦାୟ କରାଯାଉଥିବା ଜରିମାନାକୁ ପୁଲିସ ହଡ଼ପ କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସିଥିଲା। ଏବେ ଏହାର ପ୍ରମାଣ ପାଇଛନ୍ତି ବରିଷ୍ଠ ଅଧିକାରୀ। ମାସ୍କ ଜରିମାନାରେ ହେରଫେର୍‌ ନେଇ ଏୟାରପୋର୍ଟ ଥାନାରେ କାର୍ଯ୍ୟରତ ଥିବା ଏଏସ୍ଆଇ ପ୍ରକାଶ ବେହେରାଙ୍କୁ ଡିସିପି ଉମାଶଙ୍କର ଦାଶ ଚାକିରିରୁ ନିଲମ୍ବିତ କରିଛନ୍ତି। ତାଙ୍କଠାରୁ ରସିଦ୍ ବହି ମଧ୍ୟ ଜବତ କରାଯାଇଛି। ସୂଚନା ଅନୁସାରେ, ଏଏସ୍ଆଇ ପ୍ରକାଶଙ୍କୁ କୋଭିଡ୍ … Continue reading ଖାଇଗଲେ ମାସ୍କ ଫାଇନ ଆଦାୟ ଟଙ୍କା: ଏଏସ୍ଆଇ ନିଲମ୍ବିତ